ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି : କେଉଁଠି ମାଳମାଳ ଡାକ୍ତର କେଉଁଠି ନାହିଁ

ମାସକୁ ଦେଢ଼ ଶହ ପ୍ରସବ ପାଇଁ ୧୧ ଡାକ୍ତର,୨ଶହ ପାଇଁ ଜଣେ କଟକ: କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ସିଟି ହସ୍ପିଟାଲ)ରେ ମାସକୁ ହାରାହାରି ପ୍ରସବ ସଂଖ୍ୟା ହେଉଛି ଦେଢ ଶହରୁ ବି କମ୍। କିନ୍ତୁ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୧୧ ଜଣ ବିଶେଷଜ୍ଞ ଡାକ୍ତର କାର୍ଯ୍ୟ କରୁଛନ୍ତି। କଟକକୁ ଲାଗି ରହିଥିବା କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଡାକ୍ତରଖାନାରେ ମାସକୁ ହାରାହାରି ପ୍ରସବ ସଂଖ୍ୟା ହେଉଛି … Continue reading ସ୍ୱାସ୍ଥ୍ୟ ବିଭାଗର ଅଜବ ନୀତି : କେଉଁଠି ମାଳମାଳ ଡାକ୍ତର କେଉଁଠି ନାହିଁ